ଆଜି ୫ ଜମି ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ପଟ୍ଟା: ଆଗେଇବ ଟିପି ସ୍କିମ୍

ଭୁବନେଶ୍ବର: ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌)ର ସବୁ ଅଡ଼ୁଆ ତୁଟିଛି। ଟିପି ସ୍କିମ୍‌-୧ (ପାଇକରାପୁର ପ୍ରକଳ୍ପ) ଚୂଡ଼ାନ୍ତ ରୂପ ପାଇବ। ସମସ୍ତ ହିତାଧିକାରୀଙ୍କୁ ଖୁବ୍‌ ଶୀଘ୍ର ପଟ୍ଟା ଆବଣ୍ଟନ ହେବାକୁ ଥିବାବେଳେ ସହଜପୁରର ୩୫୮ଜଣ ଜମି ମାଲିକଙ୍କୁ ଏବେ ପଟ୍ଟା ଆବଣ୍ଟନ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଜଣ ଜମି ମାଲିକଙ୍କୁ ଜମି ପଟ୍ଟା ବାଣ୍ଟିବେ। ନବୀନ ନିବାସରୁ ଭର୍ଚୁଆଲ୍‌ ମୋଡରେ ଜମି … Continue reading ଆଜି ୫ ଜମି ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ପଟ୍ଟା: ଆଗେଇବ ଟିପି ସ୍କିମ୍